Wednesday, 25 April 2018


Read More
Read More

Tuesday, 17 April 2018


Read More

Monday, 16 April 2018


Read More

Saturday, 24 February 2018


Read More

Read More
ଝିଅମାନେ ଖାଲି ବାପଘର ଛାଡ଼ନ୍ତିନି ପୁଅମାନେ ବି ଛାଡ଼ନ୍ତି | ଚାକିରୀ ପାଇଁ ଘରଛାଡି ଦୂର ଜାଗାକୁ ଯାନ୍ତି | ବର୍ଷରେ ଥରେ ଘରକୁ ଆସନ୍ତି | ନିଜ ଘରେ ନିଜେ କୁଣିଆ ହୁଅନ୍ତି | ମା ହାତରନ୍ଧା ସେମାନେ ବି ମନେ ପକାନ୍ତି | ଆଉ ମା ମନ ଦୁଃଖ ହବ ବୋଲି ପେଟ ପୁରିଛି ବୋଲି ମିଛ ବି କୁହନ୍ତି | ଝିଅ ଚାକିରୀ ନ କଲେ ବି ବରଟେ ପାଇଯାଏ | ହେଲେ ପୁଅଟିଏକୁ ଚାକିରୀ ନ କଲେ ଲକ୍ଷେ ଧନ୍ଦି ହବାକୁ ହୁଏ | ମୁଖା ପିନ୍ଧି ଅଭିନୟ କରିବା କେତେ କଷ୍ଟ ସେଇଟା ଖାଲି ପୁଅମାନଙ୍କୁ ପଚାର | ଚାକିରୀରେ ମ୍ୟାନେଜର ଠାରୁ ଯେତେ ଗାଳି ଖାଇଲେ ବି ଚାକିରୀ ଛାଡି ହୁଏନି କାରଣ ଘର EMI ଆଉ ଛୁଆର ସ୍କୁଲ ଫିସ ଅପେକ୍ଷା କରିଥାଏ | କାନ୍ଦିବାକୁ ଇଛା ହେଲେ ବି ସେମାନେ କାନ୍ଦନ୍ତିନି | ଭିତରେ ଭିତରେ ଡର ଲାଗୁଥିଲେ ବି ବାହାରେ ସବୁ ସୁପରମ୍ୟାନ | ଷ୍ଟାର୍ଟଅପର ସ୍ବପ୍ନ ସମସ୍ତଙ୍କର ଥାଏ କିନ୍ତୁ ଘରେ ଭଉଣୀ ବାହାଘର ଆଉ ଭାଇର ନୂଆ ବିଜନେସ ୟାଙ୍କୁ ଜଗିଥାଏ | ନିଜେ ଲୁହ ଲୁଚେଇ ଘର ଲୋକଙ୍କୁ ହସାନ୍ତି ସେମାନେ | ପୁଣି ଫେମିନିଷ୍ଟ ବୋଲି ଦେଖେଇ ହବାକୁ ବହୁତ ଅନ୍ୟାୟ ବି ସହନ୍ତି ସେମାନେ | ମୁହଁ ଲୁଚେଇ ଯିଏ ଯାହା କୁହେ ସେଇଟା ଶୁଣି ନିଅନ୍ତି | ବଳିଦାନ ଖାଲି ଝିଅମାନେ ଦିଅନ୍ତିନି ପୁଅମାନେ ବି ଦିଅନ୍ତି, କିନ୍ତୁ ଖାଲି କଥା ହେଲା ତାଙ୍କ କାହାଣୀ କେବେ ବାହାରକୁ ଦିଶେନି | ଆଜି ଆନ୍ତର୍ଜାତିକ ପୁରୁଷ ଦିବସରେ ସେଇ ପୁରୁଷ ଜାତିକୁ ଅଭିନନ୍ଦନ |
Read More

JOKES

a

Popular Jokes

a

Ranbow colours

tracking

Contact Us

Name

Email *

Message *

tracking

Random Jokes