ଗ୍ରିଶ୍ମର ପ୍ରଚଣ୍ଡ ତାପସହି ,
ଫଗୁଣର ପତ୍ର ଝଡାପରେ, ତଥାପି ବୃକ୍ଷ ଟିଏ ଚାହିଁ ଥାଏ ପୁନର ଜନ୍ମ ପାଇଁ.
ବୃକ୍ଷ ପରି ମୁବି ଦୌଡୁଛି କଣ୍ଟକିତ ପଥରେ ଅଣ ନିଶ୍ଵାଶି ହୋଇ,ସତେକି ତୁମକୁ ପାଇବା ଆଶାରେ,
କରୁଛ ମୋ ମନକୁ ମରୁଦ୍ୟନ ଭଙ୍ଗେଇଦେଉଛ ମୋ ରଙ୍ଗିନ ସପ୍ନ ତଥାପି ତୁମକୁ ପାଇବା ଆଷାରେ।

0 comments: