Tuesday, 3 May 2016

ମୋ ଜୀବନ ପ୍ରାଣ ପ୍ରିୟା ସତେକି ତୁମେ ଏତେ ସୁନ୍ଦର ତୁମ ରୁପରେ ଅଛି କି ଦିବ୍ୟ ଶକ୍ତି ଟାଣୁଛି ମୋ ମନକୁ।

jitendra jenasamanta / / 0
ମୋ ଜୀବନ ପ୍ରାଣ ପ୍ରିୟା ସତେକି ତୁମେ ଏତେ ସୁନ୍ଦର ତୁମ ରୁପରେ ଅଛି କି ଦିବ୍ୟ ଶକ୍ତି ଟାଣୁଛି ମୋ ମନକୁ।
ସୁନ୍ଦଯ୍ୟ କୁ ତୁମ ତୁଲନା କରି ପାରୁ ନାହିଁ ତୁମଠୁ ଆଉ କେହି ନୁହେ ସୁନ୍ଦର ।
ଯେବି ଦେଖିବ ତୁମକୁ ମନ କିଣିନେବ ତାର ।
ତୁମଠୁ ସୁନ୍ଦର ଆଉ କେହି ନାହିଁ ଏ ସାରା ସଂସାରେ ,
ପ୍ରେମ ଶକ୍ତି ତୁମ ସୁନ୍ଦର ଅଲି ତୁମେ ଅଟ ମୋର ଗଲା ମାଲି ।
ସବୁ ଜନମେ ସାଥି ହୋଇଥିବ ତୁମେ ଏକା ପ୍ରିୟା ମୋର ।
ମୋ ହୃଦୟରେ ହୋଇଗଲ ପ୍ରିୟା ଜନମ ଜନମର ସାଥି ।
ତୁମର ପ୍ରେମରେ ସବୁ କିଛି ଭୁଲି ତୁମ ପାଖକୁ ଯିବୀଚାଲି ।
ପ୍ରିୟା ମୋର .....

jitendra jenasamanta


Funny Odia Jokes On Girls Latest Odia Santa Banta Jokes and SmSOdia Non Veg Double Meaning Jokes and SMS.
Follow me @OdiaJokes.com

0 comments:

JOKES

a

Popular Jokes

a

Ranbow colours

tracking

Contact Us

Name

Email *

Message *

tracking

Random Jokes