ସେଇ ଦୁର ପାହାଡ କଡ ଆଉ…ସେଇ ରାସ୍ତା….
ଯେଉଠି ଟ୍ରକ୍ ଯାଉଛି..ସେଇଠି ଥିଲା ଆମ୍ ଗାଁ….
ନଦିରୁ ବାଲି ସାଥିରେ…ଜଙ୍ଗଲରୁ ଖଣିଜ ସାଥିରେ…
କ୍ଷେତରୁ ଧାନ ସାଥିରେ…ସମୁଦ୍ରରୁ ମାଛ ସାଥିରେ…
ସାଇତିବାକୁ ସଭିଙ୍କ ସଂସାର….
ଆମେ ସବୁ ଆସୁ ପୁରା ପରିବାର ଟ୍ରକ୍ ଡାଲାରେ….
ମୋ ସାନ ଭାଇର ଜନ୍ମ ବି ହୋଇଥିଲା ବାଲି ଟ୍ରକ୍ ରେ….
ଆଉ ସେ ଏବେ ଟ୍ରାକ୍ଟର୍ ଡ୍ରାଇଭର୍…
ସପ୍ତମ ରେ ଫେଲ୍ ହୋଇ ଗଲାବେଳକୁ ନିଶ ମୋର ଉଠି ଯାଇଥିଲା..
ମନେ ପଡେ ଯେ ସାଙ୍ଗ ମାନେ ସବୁ ମିଶି ଆମର କେତେ ବୁଲା ହେଉଥିଲା…
ନାଲକୋ,ବାଲକୋ,ହିଣ୍ଡାଲକୋ…
ଜିନ୍ଦଲ୍,ବେଦାନ୍ତ,ଭୁଷଣ,ମେସ୍କୋ,ପେସ୍କୋ…
ଜାମଶେଦ୍ ପୁର୍ ରୁ ଟାଟା ନଗର୍…
ସବୁ ଟ୍ରକ୍ ସହିତ ପରିଚିତ….
ଟ୍ରକ୍ ପରି ଆମ ଜୀବନ….
ଯେତେବେଳେ ଦେଖିବ ରାସ୍ତାରେ ଚାଲୁଥିବ…
ନହେଲେ ରାସ୍ତା କଡରେ ଠିଆ ହୋଇଥିବ ଡିଜେଲ୍ କିମ୍ବା ହାଣ୍ଡିଆ ପାଇଁ….
ବାଲି,ମାଟି ଗୋଡି,ସିମେଣ୍ଟ୍ ରଡ୍ ରେ…
ନିଜେ ମିଶି ସେ ସବୁକୁ ମିଶେଇ ବାକୁ ପଡେ…
ଟିକେ ଛାଡି ଗଲେ ଯେମିତି ଭୁଷୁଡି ପଡିବ…
ଅମ୍ବାନିର ଆଣ୍ଟଲାଟା….
ସାଥିରେ ଜୀବନଟା ବି ଆମର..
ସବୁ ଯେମିତି ସରିଗଲାଣି…
ଏବେ ଆଉ କିଛି ନାହିଁ…
ଅଛି ଖାଲି ଆମ କଟା ପାପୁଲି…
ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନ ମନ୍ତ୍ରୀ ଙ୍କ ପୁଅକୁ…
ବାକି ଜୀବନ ଟା ବଞ୍ଛେଇରଖିବାକୁ….
ଯେଉଠି ଟ୍ରକ୍ ଯାଉଛି..ସେଇଠି ଥିଲା ଆମ୍ ଗାଁ….
Seita Thila Ama Gaon(ସେଇଠି ଥିଲା ଆମ୍ ଗାଁ)-A Odia Kabita
ଆମେ ବି ଟ୍ରକ୍ ରେ ବୁହା ହୋଇ ଆସୁ…ନଦିରୁ ବାଲି ସାଥିରେ…ଜଙ୍ଗଲରୁ ଖଣିଜ ସାଥିରେ…
କ୍ଷେତରୁ ଧାନ ସାଥିରେ…ସମୁଦ୍ରରୁ ମାଛ ସାଥିରେ…
ସାଇତିବାକୁ ସଭିଙ୍କ ସଂସାର….
ଆମେ ସବୁ ଆସୁ ପୁରା ପରିବାର ଟ୍ରକ୍ ଡାଲାରେ….
ମୋ ସାନ ଭାଇର ଜନ୍ମ ବି ହୋଇଥିଲା ବାଲି ଟ୍ରକ୍ ରେ….
ଆଉ ସେ ଏବେ ଟ୍ରାକ୍ଟର୍ ଡ୍ରାଇଭର୍…
ସପ୍ତମ ରେ ଫେଲ୍ ହୋଇ ଗଲାବେଳକୁ ନିଶ ମୋର ଉଠି ଯାଇଥିଲା..
ମନେ ପଡେ ଯେ ସାଙ୍ଗ ମାନେ ସବୁ ମିଶି ଆମର କେତେ ବୁଲା ହେଉଥିଲା…
ନାଲକୋ,ବାଲକୋ,ହିଣ୍ଡାଲକୋ…
ଜିନ୍ଦଲ୍,ବେଦାନ୍ତ,ଭୁଷଣ,ମେସ୍କୋ,ପେସ୍କୋ…
ଜାମଶେଦ୍ ପୁର୍ ରୁ ଟାଟା ନଗର୍…
ସବୁ ଟ୍ରକ୍ ସହିତ ପରିଚିତ….
ଟ୍ରକ୍ ପରି ଆମ ଜୀବନ….
ଯେତେବେଳେ ଦେଖିବ ରାସ୍ତାରେ ଚାଲୁଥିବ…
ନହେଲେ ରାସ୍ତା କଡରେ ଠିଆ ହୋଇଥିବ ଡିଜେଲ୍ କିମ୍ବା ହାଣ୍ଡିଆ ପାଇଁ….
ବାଲି,ମାଟି ଗୋଡି,ସିମେଣ୍ଟ୍ ରଡ୍ ରେ…
ନିଜେ ମିଶି ସେ ସବୁକୁ ମିଶେଇ ବାକୁ ପଡେ…
ଟିକେ ଛାଡି ଗଲେ ଯେମିତି ଭୁଷୁଡି ପଡିବ…
ଅମ୍ବାନିର ଆଣ୍ଟଲାଟା….
ସାଥିରେ ଜୀବନଟା ବି ଆମର..
ସବୁ ଯେମିତି ସରିଗଲାଣି…
ଏବେ ଆଉ କିଛି ନାହିଁ…
ଅଛି ଖାଲି ଆମ କଟା ପାପୁଲି…
ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନ ମନ୍ତ୍ରୀ ଙ୍କ ପୁଅକୁ…
ବାକି ଜୀବନ ଟା ବଞ୍ଛେଇରଖିବାକୁ….
0 comments: