Monday, 18 July 2016

jitendra jenasamanta / / 0
ରାତିକୁ ମାଗିଲି ନିଦ ଜହ୍ନକୁ ସପନ,
ଫୁଲକୁ ମାଗିଲି ବାସ୍ନା ପ୍ରିୟାକୁ ତା' ମନ .
ରାତି ଦେଲା..... ନିଦରେ ହଜେଇ,
ଜହ୍ନ ଦେଲା... ସପନେ ଭିଜେଇ,
ପ୍ରିୟା ଦେଲା... ପ୍ରୀତିରେ ଡୁବେଇ,
ଫୁଲ ଦେଲା... ମହକେ ଭିଜେଇ,
ପୁଣି- ଫଗୁଣର ରଂଗରେ ରଂଗେଇ,
ପ୍ରିୟା ମୋର ହସି ହସି ଦେଲା- ତା' ଅବୁଝା ମନ ।

jitendra jenasamanta


Funny Odia Jokes On Girls Latest Odia Santa Banta Jokes and SmSOdia Non Veg Double Meaning Jokes and SMS.
Follow me @OdiaJokes.com

0 comments:

JOKES

a

Popular Jokes

a

Ranbow colours

tracking

Contact Us

Name

Email *

Message *

tracking

Random Jokes