ହେେଲା ହାଏ କହି ଦେଲି କଥା ହେଲୁ ନାହିଁ
ଯେତେ ଯାହା କଲେ ଜମା ଝିଅ ପଟୁ ନାହିଁ
facebook ଖୋଲି msg ଦଉଛି ଦିନ ରାତି ମୁଁ ତୋତେ
ଅପେକ୍ଷା କରିଛି କେବେ ତୁ କହିବୁ I LOVE U ମୋତେ
ସାଥର୍କ ହୋଇବ ଏଇ ଜୀବନ ଟା ହୋଇଗଲେ ପଦେ କଥା
ଏ ତେ ଦିନ ହେଲା msg ନ ଦେଇ କାହିଁ ଦେଉଛୁ ବ୍ୟଥା
facebook ରେphoto ଦେଇଥିଲି କଲୁ ଯେବେ ତୁ like
ମୋ ମନର ପ୍ରେମ ପକ୍ଷୀଟି ଉଡିଗଲା ନେଇ flight
ଭୁଲି ମୁଁ ପାରୁନି ତୁମ photo କୁ ମନେ ମନେ କଲି like
like like କହି ତୁମର photo କୁ କରି ଦେଲି ମୁଁ bite
ତଥାପୀ ହାରିନୀ ପ୍ରେମିକ ଭାଇ
I LOVE U ଦେବି ମୁଁ କହି
କରିବିନୀ ଆଉ କାହା ଅପେକ୍ଷା
ଯୁଦ୍ଧ୍ୟରେ ଲଢିବୀ ମୁଁ ଏକା ଏକା
ବାଲେଶ୍ବର ଟୋକା ଦେବୁନି ଧୋକା
ଝିଅ ପଟେଇବା ରେ ଆମେ ତ ଚୋଖା
ଆଖି ମାରି ଦେଲି ଦେଖି ପଢିବୁ
ଦେଖିବୁ ଦିନେ ତୁ ପଟି ତ ଯିବୁ
ଆଜି ଠାରୁ ଆମ LOVE ସୁରୁ
ପ୍ରେମର ପାଠରେ ଆମେ ବି ଗୁରୁ
ଲେଖି ଦେଉଛି ମୁଁ ଭାରି ଡେଞ୍ଜର
ଟୁକୁନୁ ହେଲା ନାଁ ଟା ମୋର
훛훛훛훛훛훛훛훛훛훛훛ଲେଖକ-ଟୁକୁନୁ{ବାଲେଶ୍ବର,ଖଇରା}

0 comments: