Monday, 5 December 2016

ODIA KABITA

Katydid / / 0
ହେେଲା ହାଏ କହି ଦେଲି କଥା ହେଲୁ ନାହିଁ

ଯେତେ ଯାହା କଲେ ଜମା ଝିଅ ପଟୁ ନାହିଁ

facebook ଖୋଲି msg ଦଉଛି ଦିନ ରାତି ମୁଁ ତୋତେ

ଅପେକ୍ଷା କରିଛି କେବେ ତୁ କହିବୁ I LOVE U ମୋତେ

ସାଥର୍କ ହୋଇବ ଏଇ ଜୀବନ ଟା ହୋଇଗଲେ ପଦେ କଥା

ଏ ତେ ଦିନ ହେଲା msg ନ ଦେଇ କାହିଁ ଦେଉଛୁ ବ୍ୟଥା


facebook ରେphoto ଦେଇଥିଲି କଲୁ ଯେବେ ତୁ like

ମୋ ମନର ପ୍ରେମ ପକ୍ଷୀଟି ଉଡିଗଲା ନେଇ flight


ଭୁଲି ମୁଁ ପାରୁନି ତୁମ photo କୁ ମନେ ମନେ କଲି like 

like like କହି ତୁମର photo କୁ କରି ଦେଲି ମୁଁ bite

ତଥାପୀ ହାରିନୀ ପ୍ରେମିକ ଭାଇ

I LOVE U ଦେବି ମୁଁ କହି

କରିବିନୀ ଆଉ କାହା ଅପେକ୍ଷା

ଯୁଦ୍ଧ୍ୟରେ ଲଢିବୀ ମୁଁ ଏକା ଏକା

ବାଲେଶ୍ବର ଟୋକା ଦେବୁନି ଧୋକା 

ଝିଅ ପଟେଇବା ରେ ଆମେ ତ ଚୋଖା

ଆଖି ମାରି ଦେଲି ଦେଖି ପଢିବୁ

ଦେଖିବୁ ଦିନେ ତୁ ପଟି ତ ଯିବୁ

ଆଜି ଠାରୁ ଆମ LOVE ସୁରୁ

ପ୍ରେମର ପାଠରେ ଆମେ ବି ଗୁରୁ 

ଲେଖି ଦେଉଛି ମୁଁ ଭାରି ଡେଞ୍ଜର

ଟୁକୁନୁ ହେଲା ନାଁ ଟା ମୋର
훛훛훛훛훛훛훛훛훛훛훛ଲେଖକ-ଟୁକୁ­ନୁ{ବାଲେଶ୍ବର,ଖଇରା}

Katydid


Funny Odia Jokes On Girls Latest Odia Santa Banta Jokes and SmSOdia Non Veg Double Meaning Jokes and SMS.
Follow me @OdiaJokes.com

0 comments:

JOKES

a

Popular Jokes

a

Ranbow colours

tracking

Contact Us

Name

Email *

Message *

tracking

Random Jokes