ଏଠି ଚା ବାଲା ପ୍ରଧାନମନ୍ତ୍ରୀ ଆଉ ଝାଡୁବାଲା ମୁଖ୍ୟମନ୍ତ୍ରୀ।
ନିର୍ବାଚନ ହାରୁଥିବା ଲୋକ ମନ୍ତ୍ରୀ ଓ ମାଟ୍ରିକ ପାସ ଶିକ୍ଷାମନ୍ତ୍ରୀ।
ଟିପଦିଆ ଲୋକ ଏଠି ସରପଞ୍ଚ ଚେୟାରମ୍ୟାନ ହେଉଛନ୍ତି ।
ଗ୍ରାଜୁଏଟବାଲା ଫେସବୁକ, ହ୍ବାଟ୍ସଆପରେ ଗ୍ରୁପ୍ ଖେଳୁଛନ୍ତି।
ଝିଅମାନେ ଭାଉ ଖାଉଛନ୍ତି ଓ ପୁଅମାନେ ଧୋକା ଖାଉଛନ୍ତି।
କୃଷକ ମାନେ ବିଷ ଖାଉଛନ୍ତି ଓ ସୈନିକ ଗୁଳି ଖାଉଛନ୍ତି।
ଅଧିକାରୀ ଲାଞ୍ଚ ଖାଉଛନ୍ତି ନେତା ଚାନ୍ଦା ଆଉ % ଖାଉଛନ୍ତି।
କିଏ କହିଲା ଭାରତୀୟ ମାନେ ଖାଦ୍ୟ ନ ପାଇ ମରୁଛନ୍ତି।।
ଜଣେ ଲୋକ ବିକାଶ ଓ ପରିବର୍ତ୍ତନ ଆଣେ ଆଉ ଦେଖେ।
ଜନସାଧାରଣ ଏଠି ଦରବୃଦ୍ଧି ଓ ବେରୋଜଗାରୀ ଚାଖେ।।
ଯାହାକୁ ଆମେ ବାଛନ୍ତି ପରେ ସେମାନେ ଆମକୁ ଚାଞ୍ଛନ୍ତି।
ନେତା ଥରେ ଲାଇସେନ୍ସ ପାଇଲେ ଆଉ କାହାର ନ ଶୁଣନ୍ତି
ଜାପାନ ନୂଆ ଓ ଆଧୁନିକ ଟେକ୍ନୋଲୋଜି ସନ୍ଧାନରେ ଲାଗିଛି।
ଚୀନ ସମୁଦ୍ର ଗର୍ଭରେ ପ୍ରାକୃତିକ ସମ୍ପଦର ସନ୍ଧାନରେ ଲାଗିଛି।
ଆମେରିକା ଚନ୍ଦ୍ର ଓ ମଙ୍ଗଳରେ ଜୀବନର ସନ୍ଧାନରେ ଲାଗିଛି।
ଭାରତୀୟ ହ୍ବାଟ୍ସଆପରେ ଓଂ ନମଃ ଶିବାୟ ଏଗାର ଜଣଙ୍କୁ
ପଠାଇ ଫ୍ରୀ ବାଲାନ୍ସ ଆଉ କିଛି ଚମତ୍କାର ସନ୍ଧାନରେ ଅଛୁ।
ଧୂପ ଏଠି ଲଗାଯାଏ ଭଗବାନଙ୍କ ପାଇଁ ଆଉ ମଶା ପାଇଁ।
ଭଗବାନ ଆସନ୍ତି ନାହିଁ ଆଉ ମଶା କେବେ ଯାଆନ୍ତି ନାହିଁ।
ପେଟ ଏଠି ଦରବୃଦ୍ଧି ପାଇଁ ଖାଲି କିନ୍ତୁ ଯୋଗ କରାଯାଉଛି।
ପକେଟ ଏଠି ଖାଲି କିନ୍ତୁ ବ୍ୟାଙ୍କ ଖାତା ଖୋଲାଯାଉଛି।
ରହିବା ଲାଗି ଘର ନାହିଁ କିନ୍ତୁ ଶୌଚାଳୟ ତିଆରି ହେଉଛି।
ଗାଁରେ ବିଜୁଳି ନାହିଁ କିନ୍ତୁ ଡିଜିଟାଲ ଇଣ୍ଡିଆ ତିଆରି ହେଉଛି।
ସବୁ କମ୍ପାନୀ ବିଦେଶୀ କିନ୍ତୁ ମେକ୍ ଇନ୍ ଇଣ୍ଡିଆ ହେଉଛି।
ଜାତିଧର୍ମ ଭେଦଭାବ ମୁଣ୍ଡରେ କିନ୍ତୁ ଭାରତ ସ୍ବଛ୍ଛ ହେଉଛି।।
ଅଟା ମହଙ୍ଗା ହେଉଛି ଆଉ ଡାଟା ଏଠି ଶସ୍ତା ହେଉଛି।
କଳାଧନ ଆଉ ଭ୍ରଷ୍ଟାଚାର ଧରିବା ଲାଗି ନୋଟବନ୍ଦୀ ହେଉଛି।
କିନ୍ତୁ ଫଳସ୍ବରୂପ ସବୁ କଳାଧନ ଏଠି ଧଳା ହେଇଯାଉଛି।।
ସ୍ବାମୀଙ୍କ ପାଖରୁ ଲୁଚାଇ ରଖିଥିବା ସ୍ତ୍ରୀମାନଙ୍କୁ ଧରାଯାଉଛି।
ରେଳ ଏଠି ବିପର୍ଯ୍ୟସ୍ତ କିନ୍ତୁ ବୁଲେଟ ଟ୍ରେନ ଚଲାଯାଉଛି।
ପୁରୁଣା ସ୍ବପ୍ନର ଉତ୍ତର ନାହିଁ କିନ୍ତୁ ନୂଆ ସ୍ବପ୍ନ ଦେଖାଯାଉଛି।
ଏବେ ସତରେ ଭାରତ ମୋର ବହୁତ ବଦଳି ଯାଇଛି।
By odiajokes.com

0 comments: