Saturday, 21 October 2017

ମାଁ ଲକ୍ଷ୍ମୀ ନାରାଜ ହୋଇଗଲେ-- ଆଉ ଚାଲିଗଲେ ସ୍ୱିଜରଲାଣ୍ଡର ବ୍ୟାଙ୍କ୍ କୁ।

jitendra jenasamanta / / 0
ମାଁ ଲକ୍ଷ୍ମୀ ନାରାଜ ହୋଇଗଲେ-- ଆଉ ଚାଲିଗଲେ ସ୍ୱିଜରଲାଣ୍ଡର ବ୍ୟାଙ୍କ୍ କୁ।

ମାଁ ସରସ୍ୱତୀ ନାରାଜ ହୋଇ ଜାପାନ୍ ଚାଲିଗଲେ , ଏଣୁ ସେଠାକାର ପିଲାମାନେ ଅଧିକ ବୁଦ୍ଧିମାନ ହୋଇଛନ୍ତି।

ମାଁ ଅନ୍ନପୂର୍ଣ୍ଣା ଆମେରିକା ଚାଲିଗଲେ , ସେଠାକାର ଲୋକେ ଅଧିକ ସ୍ୱାସ୍ଥ୍ୟବାନ୍ ଅଟନ୍ତି ।

ହନୁମାନ ୟୁରୋପ୍ ଚାଲିଗଲେ , ସେଠାକାର ଲୋକେ WWE ରେ ପହିଲବାନ୍ ହୋଇଗଲେ।

ଯମରାଜ୍ ଚାଲିଗଲେ ସେହି ଦେଶଗୁଡିକୁ ଯେଉଁଠି ପ୍ରତିଦିନ ବମ୍ ବିଷ୍ଫୋରଣ ହୁଏ ଓ ନିରିହ ଲୋକଙ୍କୁ ହତ୍ୟା କରାଯାଏ ।

କୁବେର ଚାଲିଗଲେ ସାଉଦି ଆରବ, ଏଣୁ ସେଠାକାର ଲୋକେ ଧନୀ ହୋଇଗଲେ ।

ବିଶ୍ୱକର୍ମା ଅଷ୍ଟ୍ରେଲିଆ ଚାଲିଗଲେ ।

ସବୁ ଦେବା ଦେବୀ ବିଦେଶ ଯାତ୍ରାରେ ଅଛନ୍ତି , ଆଉ ମାନନୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ମନେଇବାକୁ ବାରମ୍ବାର ବିଦେଶ ଯାଉଛନ୍ତି। ଏହି ଗୋପନୀୟ ତଥ୍ୟ କେବଳ ମୋ ପାଖରେ ଥିଲା ଏବେ ଆପଣଙ୍କ ପାଖକୁ ବି ଆସିଗଲା। ଦୟାକରି ସେୟାର୍ କରନ୍ତୁ ଓ ଅନ୍ୟ ପାଖରେ ପହଞ୍ଚାନ୍ତୁ।

             = ଜୟ ଭୀମ୍ =

           =ଜୟ ମୂଳନିବାସୀ=
By OdiaJokes.Com

jitendra jenasamanta


Funny Odia Jokes On Girls Latest Odia Santa Banta Jokes and SmSOdia Non Veg Double Meaning Jokes and SMS.
Follow me @OdiaJokes.com

0 comments:

JOKES

a

Popular Jokes

a

Ranbow colours

tracking

Contact Us

Name

Email *

Message *

tracking

Random Jokes