ମାଁ ଲକ୍ଷ୍ମୀ ନାରାଜ ହୋଇଗଲେ-- ଆଉ ଚାଲିଗଲେ ସ୍ୱିଜରଲାଣ୍ଡର ବ୍ୟାଙ୍କ୍ କୁ।
ମାଁ ସରସ୍ୱତୀ ନାରାଜ ହୋଇ ଜାପାନ୍ ଚାଲିଗଲେ , ଏଣୁ ସେଠାକାର ପିଲାମାନେ ଅଧିକ ବୁଦ୍ଧିମାନ ହୋଇଛନ୍ତି।
ମାଁ ଅନ୍ନପୂର୍ଣ୍ଣା ଆମେରିକା ଚାଲିଗଲେ , ସେଠାକାର ଲୋକେ ଅଧିକ ସ୍ୱାସ୍ଥ୍ୟବାନ୍ ଅଟନ୍ତି ।
ହନୁମାନ ୟୁରୋପ୍ ଚାଲିଗଲେ , ସେଠାକାର ଲୋକେ WWE ରେ ପହିଲବାନ୍ ହୋଇଗଲେ।
ଯମରାଜ୍ ଚାଲିଗଲେ ସେହି ଦେଶଗୁଡିକୁ ଯେଉଁଠି ପ୍ରତିଦିନ ବମ୍ ବିଷ୍ଫୋରଣ ହୁଏ ଓ ନିରିହ ଲୋକଙ୍କୁ ହତ୍ୟା କରାଯାଏ ।
କୁବେର ଚାଲିଗଲେ ସାଉଦି ଆରବ, ଏଣୁ ସେଠାକାର ଲୋକେ ଧନୀ ହୋଇଗଲେ ।
ବିଶ୍ୱକର୍ମା ଅଷ୍ଟ୍ରେଲିଆ ଚାଲିଗଲେ ।
ସବୁ ଦେବା ଦେବୀ ବିଦେଶ ଯାତ୍ରାରେ ଅଛନ୍ତି , ଆଉ ମାନନୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ମନେଇବାକୁ ବାରମ୍ବାର ବିଦେଶ ଯାଉଛନ୍ତି। ଏହି ଗୋପନୀୟ ତଥ୍ୟ କେବଳ ମୋ ପାଖରେ ଥିଲା ଏବେ ଆପଣଙ୍କ ପାଖକୁ ବି ଆସିଗଲା। ଦୟାକରି ସେୟାର୍ କରନ୍ତୁ ଓ ଅନ୍ୟ ପାଖରେ ପହଞ୍ଚାନ୍ତୁ।
= ଜୟ ଭୀମ୍ =
=ଜୟ ମୂଳନିବାସୀ=
By OdiaJokes.Com

0 comments: