Thursday, 26 October 2017

ରଚନା- 'ଶୀତ ଋତୁ

jitendra jenasamanta / / 0
ରଚନା- 'ଶୀତ ଋତୁ' 

ମୁଁ ଗୋଟେ ଶୀତ ଋତୁ। ମୁଁ ସମସ୍ତଙ୍କୁ କରେ। ଦିନରେ ବି କରେ, ରାତିରେ ବି କରେ। ନଙ୍ଗଳା ଲୋକଙ୍କୁ ବେଶି କରେ। ମୁଁ ଦିନ ଅପେକ୍ଷା ରାତିରେ ବେଶି କରେ। ଲାଇଟି ମୋର ପରମ ଶତ୍ରୁ। ମୁଁ କମ୍ବଳ ଭିତରେ କଲେ ମଜା ଲାଗେ। ଗାଧୁଆ ଘରେ ବି କରେ। ମୁଁ ଆସିଲେ ଲୋକମାନେ ଗରମ ହେବାକୁ ପସନ୍ଦ କରନ୍ତି। ଖୋଲା ଆକାଶ ତଳେ କରିବା ମୋର ଭାରି ପ୍ରିୟ। ଖରା ଦିନେ ମୁଁ କରିବାକୁ ସମସ୍ତେ ପସନ୍ଦ କରନ୍ତି। ହେଲେ ଶୀତ ଦିନେ ମୁଁ ସମସ୍ତଙ୍କୁ ଜବରଦସ୍ତି କରେ। ବୁଢ଼ା ବୁଢ଼ୀ ମାନଙ୍କୁ କରି କରି ମରିଦିଏ। ମୁଁ ଏତେ କରେ ଯେ ଦେହ ହାତ ଫାଟି ଯାଏ। ମୁଁ କେବଳ ମଣିଷ ନୁହଁ ବାଘ ଭାଲୁ ସମସ୍ତଙ୍କୁ କରେ। କରିବାକୁ ମୋତେ ବହୁତ ଭଲ ଲାଗେ। ମୋ ଭୟ ରେ ଘରୁ ରାତିରେ କେହି ବାହାରନ୍ତିନି। ଲୋକ ନ ବାହାରିଲେ ମଧ୍ୟ ମୁଁ ଘରେ ପଶି କରେ। କରି କରି ସମସ୍ତଙ୍କୁ ହଇରାଣ କରିଦିଏ। ସକାଳୁ କରିବାକୁ ମୋତେ ବହୁତ ଭଲ ଲାଗେ। ଏତିକିରେ ରହିଲି। କାର୍ତିକ ମାସ ଅଧା ହେଲାଣି, ଏବେ ତମକୁ କରିବି. 😂😃☃😉👻By OdiaJokes.com

jitendra jenasamanta


Funny Odia Jokes On Girls Latest Odia Santa Banta Jokes and SmSOdia Non Veg Double Meaning Jokes and SMS.
Follow me @OdiaJokes.com

0 comments:

JOKES

a

Popular Jokes

a

Ranbow colours

tracking

Contact Us

Name

Email *

Message *

tracking

Random Jokes