Friday, 27 October 2017

ମୋ ଭାଷା ମୋତେ ଶିଖାଇଛି

jitendra jenasamanta / / 0
ମୋ ଭାଷା ମୋତେ ଶିଖାଇଛି

କ- କଳି କର ନାହିଁ ।
ଖ- ଖରାପ କଥା କୁହ ନାହିଁ ।
ଗ- ଗର୍ବ କର ନାହିଁ ।
ଘ- ଘୃଣାର ପାତ୍ର ହୁଅ ନାହିଁ ।
ଚ- ଚୋରି କର ନାହିଁ ।
ଛ- ଛଳନା କର ନାହିଁ ।
ଜ- ଜବାବର ମୂଲ୍ୟ ରଖ ।
ଝ- ଝଗଡ଼ା କର ନାହିଁ ।
ଟ- ଟାଉଟର ହୁଅ ନାହିଁ ।
ଠ- ଠକାମି କର ନାହିଁ ।
ଡ- ଡର ନାହିଁ ।
ଢ- ଢମ କଥା କୁହ ନାହିଁ ।
ତ- ତ୍ୟାଗଶୀଳ ହୁଅ ।
ଥ- ଥକ ନାହିଁ ।
ଦ- ଦୟାବାନ ହୁଅ ।
ଧ- ଧର୍ମ ଅର୍ଜନ କର ।
ନ- ନମ୍ର ହୁଅ ।
ପ- ପରିଶ୍ରମ କର ।
ଫ- ଫଳ ଆଶା କର ନାହିଁ ।
ବ- ବିରକ୍ତ ହୁଅ ନାହିଁ ।
ଭ- ଭୟ କର ନାହିଁ ।
ମ- ମଧୁର କଥା କୁହ ।
ଯ- ଯତ୍ନବାନ ହୁଅ ।
ର- ରାଗ ନାହିଁ ।
ଲ- ଲୋଭ କର ନାହିଁ ।
ଶ- ଶତ୍ରୁତା ଆଚରଣ କର ନାହିଁ ।
ଷ- ଷଡ଼ରିପୁକୁ ତ୍ୟାଗ କର ।
ସ- ସମୟର ସଦ୍ ବ୍ୟବହାର କର ।
ହ- ହରଣ କର ନାହିଁ ଅନ୍ୟର ଦ୍ରବ୍ୟ ।
କ୍ଷ- କ୍ଷମା ଆଚରଣ କର ।

ବନ୍ଧୁଗଣ, ଏସବୁ ଆମେ ଆମ ମାତୃଭାଷା ଓଡ଼ିଆରେ ଶିଖିଛେ ତେଣୁ   
ଆମ ଭାଷା ମହାନ । ଆସନ୍ତୁ ଆମ ଭାଷାର ବହୁଳ ବ୍ୟବହାର କରିବା ସବୁ କ୍ଷେତ୍ରରେ ଓ ସବୁ ସମୟରେ ।
ଥରେ ଲେଖନ୍ତୁ -:
"ମୁଁ ଓଡ଼ିଆ ମୋ ଭାଷା ବଢ଼ିଆ" ।
     ବନ୍ଦେ ଉତ୍କଳ ଜନନୀ                   🙏🏻ଜୟ ଜଗନ୍ନାଥ🙏🏻
By odiajokes.com

jitendra jenasamanta


Funny Odia Jokes On Girls Latest Odia Santa Banta Jokes and SmSOdia Non Veg Double Meaning Jokes and SMS.
Follow me @OdiaJokes.com

0 comments:

JOKES

a

Popular Jokes

a

Ranbow colours

tracking

Contact Us

Name

Email *

Message *

tracking

Random Jokes