ଉପବାସ କରିବାର ନୂଆଁ Style..✍
କେବଳ ଗୋଟିଏ ଗୋଟିଏ ଦିନ ଏସବୁକୁ ଛାଡି ରହିବ।😃👍👍
(୧)ସୋମବାର - ମୋବାଇଲ୍ ବନ୍ଦ📵
(୨)ମଙ୍ଗଳବାର - ଫେସବୁକ୍ ବନ୍ଦ🚫
(୩)ବୁଧବାର - ବିଜୁଳି ବନ୍ଦ 💡
(୪)ଗୁରୁବାର - ଇଣ୍ଟରନେଟ୍ ବନ୍ଦ📱
(୫)ଶୁକ୍ରବାର - କାର/ମୋଟର ସାଇକେଲ ବନ୍ଦ
🚗🏍
(୬)ଶନିବାର - ହ୍ବାଟସପ୍ ବନ୍ଦ📲
(୭)ରବିବାର - ଟିଭି ବନ୍ଦ 📺
🔔🔔ଏହି ଉପବାସ କରିଲେ ଦେଖିବ😃
🕉ଭଗବାନ ନିଜେ ମର୍ତ୍ତ୍ୟକୁ ଆସି କହିବେ !!
ବାସ୍ କର ବତ୍ସ ମୁଁ ତୁମ ଭକ୍ତିରେ ପ୍ରସନ୍ନ ହୋଇଛି ।💐
Market me neya hai forward kara~~~~~~~~~~~~~~~££££££££
By Odiajokes.com

0 comments: