Sunday, 5 November 2017

ଛାଡ ଖାଇ ଆପଣଙ୍କ ରାଶି ରେ କେମିତି ମନାଇବେ

jitendra jenasamanta / / 0
*ଛାଡ ଖାଇ ଆପଣଙ୍କ ରାଶି ରେ କେମିତି  ମନାଇବେ-*

ମେଷ - ଖାସୀ ମାଂସ ତରକାରୀ  .

ବୃଷ -  ଦେଶୀ କୁକୁଡ଼ା ଝୋଳ .

ମିଥୁନ -  ଚୁନା ମାଛ ବେସର .

କର୍କଟ - ମାଟି ହାଣ୍ଡି ମାଂସ .

ସିଂହ - ମାଣ୍ଡିଆ କଙ୍କଡା ଝୋଳ .

କନ୍ୟା - ହିଲିଶା ବେସର .

ତୁଳା - କୁକୁଡ଼ା ମାଂସ ତରକାରୀ .

ବିଛା - ରୋହି ମାଛ ଝୋଳ .

ଧନୁ - ନଈ ଚିଙ୍ଗୁଡ଼ି ଝୋଳ .

ମକର - ପୋହଳା ମସଲା .

କୁମ୍ଭ - ଅଣ୍ଡା ତରକାରୀ

ମିନ - ପୋଇ ଚିଙ୍ଗୁଡ଼ି .

*ବି.ଦ୍ର - ଯେଉଁମାନଂକୁ ନିଜ  ରାଶି ଜଣା ନାହିଁ , ସେମାନେ ଗଂଜା ଅଣ୍ଡା ବା ସାଧା ଖାଆନ୍ତୁ !*By odiajokes.com

jitendra jenasamanta


Funny Odia Jokes On Girls Latest Odia Santa Banta Jokes and SmSOdia Non Veg Double Meaning Jokes and SMS.
Follow me @OdiaJokes.com

0 comments:

JOKES

a

Popular Jokes

a

Ranbow colours

tracking

Contact Us

Name

Email *

Message *

tracking

Random Jokes