*ଝିଅ ଦେଖି ବାର କାଯ୍ୟକ୍ରମ ଠିକ୍ ହେଲା ପୁଅ ଘର ଲୋକ ବହୁତ ସରଳ ଲୋକ ଥିଲେ*
:
*ପୁଅ ଝିଅ କୁ ପଚାରିଲା-:ଆପଣ କେତେ ପାଠ ପଢିଛନ୍ତି ?*
*ଝିଅ-:MF.I.A.S*
*ପୁଅ ଟି ଆଗକୁ ଡିଗ୍ରି ର Details ପଚାରିଲା ନାହିଁ ଏହା ଭାବିକି କାଳେ ଝିଅ ତାକୁ ଅଶିକ୍ଷିତ ନୋ ଭାବିନିଏ ।*
ଏହା ପରେ ସେମାନେ ସେଠାରୁ ପଳେଇ ଆସିଲେ ପରେ ବାହାଘର ହେଇଗଲା ।
ବାହାଘର ପରେ ପୁଅ ନିଜ ସ୍ତ୍ରୀ କୁ ପଚାରିଲା *MF.I.A.S କଉ ଡିଗ୍ରି ?*
ସ୍ତ୍ରୀ କହିଲା -: Matric Fail In All Subjects.
*ପୁଅ 4 ଦିନ ହେଲା ବେହୋସ ରେ ପଡିଛି ।*
🤓🤓 ମାର୍କେଟ କୁ ଏବେ ଆସିଲା ଆଉ ଡେରି ନକରି ଗ୍ରୁପରେ ସେଣ୍ଡ କରିଚାଲ । 🤓🤓

0 comments: