Sunday, 19 November 2017

Odia jokes

jitendra jenasamanta / / 0
New whatsapp student
ତୁମ ପରି ବଡ ପିଲାଟିଏ,ଗାଁ କଲେଜ୍ ର ହୀରୋ ସିଏ''
ଚେହେରାଟି ତା'ର ମାର୍କା ମରା,ବୁଧ୍ଧିରେ ତାହାର ସରି କିଏ?
ଛାଡି ଯାଇଥିଲା ଦିନେ ଝଡି,college ଗଲା ସେBike ଚଢି"
ବାଟେ ଯାଉଯାଉ ଖସିଗଲା ଚକା ମୁହଁମାଡି ତଳେ ଗଲା ପଡି ।
sinior ଦେଖିଲେ Bike ତାର,ହେଇଯାଇଅଛି ଚୁରମାର,,
ତଥାପି ସେତକ ଖାତିରି ନକରି college ଆସିଛ ସେ junior
ପଚାରିଲେ ପିଲା ଏକି ହେଲା,ଏତେ ସରି ତତେ କିଏ କଲା,,
Heroଟି କହିଲାchatting କରୁକରୁBike ମୋରSlip କଲା ।
.........,.......,
ହେଲା February Valentine ବେଳ,Whatsapp group ରେ କଲା ମେଳ,,
Bike ଚଲେଇ chatting କରିବାକୁ ସତର୍କ କଲା ସେ ବାରମ୍ବାର"
ଏହା ଶୁଣି ଲୋକେ ହେଲେ କାବା,commet ରେ ଦେଲେ ବାଃ ରେ ବାଃ"
କହିଲେ ଏଭଳି ଭଲ କାମ କଲେ ଦୁନିଆରେ ଦିନେ Hero ହେବା "
Hero ହେଲା ଦିନେ ସେହି ପିଲା,Dashing ହଗୁନାଥ ବୋଲାଇଲା,,
Angel Priya କୁ ସୁକୂଟି ସାହୁ ବୋଲି ଦୁନିଆକୁ ସିଏ ଚିହ୍ନା ଦେଲା...!
(rinku mohanty) By OdiaJokes.com

jitendra jenasamanta


Funny Odia Jokes On Girls Latest Odia Santa Banta Jokes and SmSOdia Non Veg Double Meaning Jokes and SMS.
Follow me @OdiaJokes.com

0 comments:

JOKES

a

Popular Jokes

a

Ranbow colours

tracking

Contact Us

Name

Email *

Message *

tracking

Random Jokes