ଶୀତ ମାସ ଆସିଗଲା some rule to be observe.
1.good morning 12 ଟା ପର୍ଯ୍ୟନ୍ତ ଗ୍ରହଣୀୟ ଅଟେ.
2.ସ୍ନାନ ସାରିଥିବା ଲୋକ କୁ ଛୁଇଁଲେ ସ୍ନାନ ସଂଗେ ସମାନ .
3.ସକାଳୁ ଦେହରେ ପାଣି ପକାଇ ନିଦରୁ ଉଠାଇଲେ ଦେଶଦ୍ରୋହ ବୋଲି ଗ୍ରହଣ କରାଯିବ.
4 .କମ୍ବଳ ଟାଣି ଉଠାଇଲେ ଆତକଂବାଦୀ ହମଲା ବୋଲି କୁହାଯିବ.
5.ସକାଳୁ ନିଦରୁ ଉଠାଇଲା ପରେ ଚା ନ ପିଆଇଲେ ତାହା ଅସହିସ୍ନୁତା ବୋଲି ଗ୍ରହଣ କରାଯିବ.
ଓଡିଶା ସରକାର ଙ୍କ ଦ୍ବାରା ଜନହିତ ରେ ଜାରି।।
By OdiaJokes.com

0 comments: