🍾🍸🍹🍷🥂🍺🥃🍻🥂🍷🍾
🍾 *ମଦ କିଣିବାର ଶୁଭ ଦିନ* 🍾
============================
*ତାରିଖ :-* ୩୦-୧୨-୨୦୧୭
*ଉତ୍ତମ ସମୟ*
*ସମୟ :-* ୨ଟା ରୁ ୪ଟା ପର୍ଯ୍ୟନ୍ତ
*ଅତି ଉତ୍ତମ ସମୟ*
*ସମୟ :-* ୫ଟା ରୁ ୯ଟା ପର୍ଯ୍ୟନ୍ତ
*ମଦ୍ୟପାନ ର ଶୁଭ ମୂହୁର୍ତ୍ତ*
🍷🥂🍸🥂🍷
*ତାରିଖ :-* ୩୧-୧୨-୨୦୧୭
*ସକାଳ* ୧୦ଟା ରୁ ୨ଟା ପର୍ଯ୍ୟନ୍ତ ... *ସାଧାରଣ*
୬ଟା ରୁ ୯ଟା ପର୍ଯ୍ୟନ୍ତ ... *ଶୁଭ*
୯ଟା ରୁ ୧୨ଟା ପର୍ଯ୍ୟନ୍ତ ... *ଲାଭ*
*ଏବଂ*
୧୨ଟା ରୁ ସକାଳ ୪ଟା ପର୍ଯ୍ୟନ୍ତ ଅତ୍ୟନ୍ତ *ଶୁଭ ଓ ଲାଭଦାୟକ* ରହିବ...
*ମଦ୍ୟପାନ ର ପ୍ରାକୃତିକ ପ୍ରଭାବ:-*
ଗୋଟେ ପେଗ୍ ପରେ : ସତ୍ଯ ବକ୍ତା
ଦୁଇ ପେଗ୍ ପରେ : ଇଂରାଜୀ ବକ୍ତା
ତିନି ପେଗ୍ ପରେ : ଅଧିବକ୍ତା
ଚାରି ପେଗ୍ ପରେ : ଉପଦେଶକ
ପାଞ୍ଚ ପେଗ ପରେ : ସାୟର (କବି)
ଛଅ ପେଗ୍ ପରେ : ସିଂହ
ସାତ ପେଗ୍ ପରେ : ବାନ୍ତି ଏବଂ ବେହୋସ
ଯଦି ଅଷ୍ଟମ ପେଗ୍ ର ଅନୁଭୂତି କୌଣସି ବନ୍ଧୁଙ୍କ ପାଖରେ ଥାଏ, ଲାଜ ନ କରି ଅବଶ୍ୟ କୁହନ୍ତୁ.....
*ଏବଂ କୁହନ୍ତୁ*
ମଦ ର ସୁଗନ୍ଧ ... ?
ଗଞ୍ଜେଇ ର ମହକ...??
ସିଗାରେଟ ର ସ୍ବାଦ...???
*ଆପଣମାନଙ୍କୁ ଅଭିନନ୍ଦନ ଏହି ତଥାକଥିତ "31st Night" ମଦୁଆ ମାନଙ୍କ ପର୍ବରେ........!*
*ମନ ଇଚ୍ଛା ପିଅନ୍ତୁ ପିଇ ପିଇ ବାନ୍ତି କରନ୍ତୁ, ବେହୋସ ହେବା ପର୍ଯ୍ୟନ୍ତ ପିଅନ୍ତୁ..... କୁକୁର ଆପଣଙ୍କ ମୁହଁକୁ ଚାଟନ୍ତୁ...........* 🍺🥃🍺🍷By
Www.OdiaJokes.Com

0 comments: