For All.....ଜ୍ଵାଇଁ ପୁଅ.....
ସ୍ୱାମୀ ସ୍ତ୍ରୀ ଦୁଇଜଣ ଝଗଡ଼ା କରୁଥିଲେ.....
ସ୍ୱାମୀ ବିରକ୍ତ ହେଇ ନିଜ ଶାଶୁ କୁ WhatsApp
ରେ message କଲେ,....
ତମ product ମୋ ମନ ମୁତାବିକ ଚାଲୁ ନାହିଁ,
ଏହି production ର in-built ରେ ବହୁତ ଗୁଢ଼ିଏ
ତୃଟି ରହିଛି, ଯାହା ମତେ delivery ସମୟରେ
କିଛି ବି କୁହାଜାଇ ନାହିଁ..
ଅତଃ.. ମୁଁ ଏହି product କୁ return କରି ଆପଣଙ୍କ ଠାରୁ
Exchange ଡ଼ିମାଣ୍ଡ କରୁଛି....!
😉😠😉😠😡😠😡😠😡😠😡😠😡
ଶାଶୁ ମା ଙ୍କର ତୁରନ୍ତ ବିନ୍ଦୁସାର ଉତ୍ତର ଆସିଲା:-
My Dear ଜ୍ୱାଇଁ ପୁଅ
1. Warranty date expired
2. Refund ଏବଂ exchange ଭଳି କୌଣଷି
Policy ବାହାଘର ବେଳେ ଚୁକ୍ତି ନଥିଲା..
3. Product ର performance କୁ
Increase କରିବା ସେଇଟା ତମ ନିଜ ହାତର କାମ
4. Product କୁ Use କରିବାର ନିୟମ କାଇଦା
ଏବଂ ସାବଧାନି delivery ପୁର୍ବରୁ ତୁମକୁ
ଅଗ୍ନି କୁଣ୍ଡ ର ସାତ ଫେରା ସମୟରେ ବିସ୍ତାରିତ
କରି ବୁଝାଇ ଦିଆ ଜାଇଥିଲା...
5. ଏବେ ତ ଆମ କମ୍ପାନି ନୁଆ product
ବନେଇବା ବନ୍ଦ କରି ଦେଇଛି...
ଅତଃ.... ଆପଣ ଆମର ଏହି product କୁ
“Handel With Care ” ସହିତ
ଜୀବନ ଜାପନ କରିବାର ପ୍ରୟାସ କରନ୍ତୁ...!
Your ଶାଶୁ ମା..
(ଦିର୍ଘାୟୁ ଭବଃ) By OdiaJokes.Com
ସ୍ୱାମୀ ସ୍ତ୍ରୀ ଦୁଇଜଣ ଝଗଡ଼ା କରୁଥିଲେ.....
ସ୍ୱାମୀ ବିରକ୍ତ ହେଇ ନିଜ ଶାଶୁ କୁ WhatsApp
ରେ message କଲେ,....
ତମ product ମୋ ମନ ମୁତାବିକ ଚାଲୁ ନାହିଁ,
ଏହି production ର in-built ରେ ବହୁତ ଗୁଢ଼ିଏ
ତୃଟି ରହିଛି, ଯାହା ମତେ delivery ସମୟରେ
କିଛି ବି କୁହାଜାଇ ନାହିଁ..
ଅତଃ.. ମୁଁ ଏହି product କୁ return କରି ଆପଣଙ୍କ ଠାରୁ
Exchange ଡ଼ିମାଣ୍ଡ କରୁଛି....!
😉😠😉😠😡😠😡😠😡😠😡😠😡
ଶାଶୁ ମା ଙ୍କର ତୁରନ୍ତ ବିନ୍ଦୁସାର ଉତ୍ତର ଆସିଲା:-
My Dear ଜ୍ୱାଇଁ ପୁଅ
1. Warranty date expired
2. Refund ଏବଂ exchange ଭଳି କୌଣଷି
Policy ବାହାଘର ବେଳେ ଚୁକ୍ତି ନଥିଲା..
3. Product ର performance କୁ
Increase କରିବା ସେଇଟା ତମ ନିଜ ହାତର କାମ
4. Product କୁ Use କରିବାର ନିୟମ କାଇଦା
ଏବଂ ସାବଧାନି delivery ପୁର୍ବରୁ ତୁମକୁ
ଅଗ୍ନି କୁଣ୍ଡ ର ସାତ ଫେରା ସମୟରେ ବିସ୍ତାରିତ
କରି ବୁଝାଇ ଦିଆ ଜାଇଥିଲା...
5. ଏବେ ତ ଆମ କମ୍ପାନି ନୁଆ product
ବନେଇବା ବନ୍ଦ କରି ଦେଇଛି...
ଅତଃ.... ଆପଣ ଆମର ଏହି product କୁ
“Handel With Care ” ସହିତ
ଜୀବନ ଜାପନ କରିବାର ପ୍ରୟାସ କରନ୍ତୁ...!
Your ଶାଶୁ ମା..
(ଦିର୍ଘାୟୁ ଭବଃ) By OdiaJokes.Com
0 comments: